ଯଚେଇ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. କୌଣସି ଦ୍ରବ୍ୟକୁ ବଜାରରେ ଏକାଧିକ ସ୍ଥାନରେ ଦେଖାଇ ତହିଁର ମୂଲ୍ୟ ବା ସ୍ୱରୂପ ଜାଣିବା —୧. To have a thing tested in the market to ascertain its value and quality.
୨. ସ୍ୱର୍ଣ୍ଣାଦିର ମୂଲ୍ୟ ଓ ପ୍ରକାର ନିରୂପଣ କରିବା —୨. To test a pice of gold as to its value and quality.