ଯଙନ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ବ୍ୟାକରଣ) ସମ୍ପାଦନା

ପୌନଃପୁନ୍ୟ ବା ଅତିଶୟାର୍ଥକ କ୍ରିୟାବିଶେଷ; ଅତିଶୟାର୍ଥରେ ଧାତୁର ଦ୍ୱିତ୍ୱ ଉଚ୍ଚାରଣ ହେବା ଅବସ୍ଥା (ଯଥା—ଯମ୍ ଧାତୁ ଅତିଶୟାର୍ଥେ ଜଙ୍ଗମ ଧାତୁ=ଅତିଶୟ ଗମନ କରିବ; ଦୀପ୍ ଧାତୁର ଯଙନ୍ତ—ଦେଦୀପ୍ ଧାତୁ=ଅତିଶୟ ଜଳିବା) —The frequentative deponent verb (Doubling of the root of a verb to indicate repetition)