ଯକ୍ଷ୍ୟମାଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଯକ୍ଷ୍ୟମାଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଯକ୍ଷ୍ ଧାତୁ+କର୍ତ୍ତୃ. ଆନ) ସମ୍ପାଦନା

୧. ପୂଜା କରଣେଚ୍ଛୁ —୧. Desiring to worship; bent on worshipping.
୨. ପୂଜାରେ ନିଯୁକ୍ତ —୨. Engaged in worshipping.