ଯକ୍ଷିଣୀ
ଯକ୍ଷିଣୀ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ପକ୍ଷ+ଈ)
ସମ୍ପାଦନା- ୧. କୁବେର ପତ୍ନୀ — ୧. The wife of Kubera.
- ୨. ଯକ୍ଷସ୍ତ୍ରୀ; ବିଦ୍ୟାଧରୀ —୨. A J̄aksha woman.
- ୩. ପିଶାଚୀ —୩. A female fiend,
- ୪. ଜୈନମାନଙ୍କ ପୂଜିତା ଦେବୀ ବିଶେଷ —୪. A female Deity worshipped by the J̄&aline;i̱nas.
- ୫. ସାଧକ ପୁରୁଷ
ମାନଙ୍କ ସହବାସକାରିଣୀ ଦେବଯୋନି ବିଶେଷ — ୫. A sylph a fairy holding intercourse with mortals (Apte).
(ଦ୍ର—ଯେଉଁ ବ୍ୟକ୍ତି ଯକ୍ଷିଣୀ—ସାଧନା କରି ସିଦ୍ଧ ହୁଅନ୍ତି ସେ ଯକ୍ଷିଣୀକୁ ଆପଣା ସ୍ତ୍ରୀରୂପେ ଭୋଗ କରନ୍ତି)
ଦେଶଜ - ବିଶେଷଣ - ସ୍ତ୍ରୀ
ସମ୍ପାଦନାକୃପଣା —Miserly (woman)