ଯକ୍ଷକର୍ଦ୍ଦମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଅଗୁରୁ କୁଙ୍କୁମାଦି ମିଶ୍ରିତ ସୁବାସ ଲେପ — A fragrant ointment.

[ଦ୍ରଷ୍ଟବ୍ୟ — କର୍ପୂର, ଅଗୁରୁ, କସ୍ତୁରୀ, କକ୍କୋଳ, (ମତାନ୍ତରରେ ଚନ୍ଦନ ଓ ଜାଫ୍ରାନ)କୁ ଏକତ୍ର ବାଟି ଏ ଲେପ ତିଆରି କରଯାଏଆପ୍ତେ]