ଯକାରାନ୍ତ
'ଯ' ଅକ୍ଷର ଯେଉଁ ଶବ୍ଦର ଶେଷରେ ଥାଏ —(word) Ending with the letter ଯ (J̄a).
[ଦ୍ରଷ୍ଟବ୍ୟ —ଶବ୍ଦର ଶେଷରେ 'ଯ' ଥିଲେ ତାହା 'ୟ' ହୁଏ]