ଯକଡ଼ ମକଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - କ୍ରି. ବିଣ—(ପୁରୀ) ସମ୍ପାଦନା

ଅତି ଦୃଢ଼ଭାବରେ; ଜୋର୍ରେ ଜାବୁଡ଼ି କରି — Very tightly.

[ଉ—ପଛଆଡ଼ୁ ଯକଟ ମକଟ କରି ଧରି ପକାଇଲା —ନୀଳକଣ୍ଠ ଦାଶ, ପିଲାଙ୍କ ରାମାୟଣ]