ଯଉବନୀ
ଯୌବନପ୍ରାପ୍ତା; ଯୁବତୀ —Youthful (woman); one who has attained her youth.
[ଉ—ନବ ଯଉବନୀ ଯେ କାମିନୀ ସୁନ୍ଦରୀ କୃଷ୍ଣସିଂହ. ମହାଭାରତ ଆଦି
[ଦ୍ରଷ୍ଟବ୍ୟ —ଏ ଶବ୍ଦ ମଧ୍ୟ ନବ, ଚିର ଆଦି ଶବ୍ଦ ପରେ ବ୍ୟବହୃତ ହୁଏ; ଯାଥା ନବଯଉବନୀ]