ଯଉଁ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଗ୍ରାମ୍ୟ - ସର୍ବନାମ (ସଂସ୍କୃତ - ଯତ୍)

ସମ୍ପାଦନା
୧. ଯେଉଁ; ଯେ; ଯାହା — ୧. Which.

[ଉ—ଯେଉଁ ଯଉତୁକ ଦେଲେ, ସେ ତ ଅଶେଷ ଭଞ୍ଜ. ପ୍ରେମସୁଧାନିଧି]

୨. ଯହୁଁ; ଯେଉଁଠାରୁ —୨. From which.
୩. ଯେହେତୁ; ଯହୁଁ (ଦେଖ) - —୩. Because.