ଯଇଶୁଳ ମାଧିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (କଟକ) ବିଶେଷ୍ୟ - ସମ୍ପାଦନା

ରାଣ୍ଡିପୁଅ ଅନନ୍ତା ପରି ଯେଉଁ ପରିବାରବିହୀନ ବ୍ୟକ୍ତି ନିଷ୍କର୍ମା ଓ ଗୃହହୀନ ହୋଇ ଏଣେ ତେଣେ ବୁଲୁଥାଏ — A term applied to a homeless and wandering youth; a loafer.

[ଦ୍ରଷ୍ଟବ୍ୟ —ବୋଧ ହୁଏ କଟକ ଜିଲ୍ଲାର ଜଇଶୁଳ ନାମକ ଗ୍ରାମର ମାଧବ ବା ମାଧିଆ ନାମଧାରୀ ଜନୈକ ବ୍ୟକ୍ତିର ନାମରୁ ଏ ବ୍ୟବହାର ଚଳି ଅଛି ]