ଯଅରାଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଜରାଡ଼ି: ଜରାଳି; ସାନ ଜହ୍ଲାମାଛ — A kind of small freshwater fish.

[ଦ୍ରଷ୍ଟବ୍ୟ —ଏହା ଏକପ୍ରକାର ଛୋଟ ମଧୁର ପାଣିର ମାଛ; ଏମାଛର ଅନ୍ୟ ନାମ ରୂପାପାତିଆ ବା ଖଙ୍କାର— ଖାଇ; ଏମାଛ ୬ ଆଙ୍ଗୁଳି ପର୍ଯ୍ୟନ୍ତ ବଢ଼େ; ଏମାନଙ୍କର ଦେହରେ ଅତି କ୍ଷୁଦ୍ର କାତି ଥାଏ ଓ ଏମାନଙ୍କର ଦେହ ପାତଳା ଓ ରୂପା ପାତିଆ ପରି ଶୁଭ୍ର; ପିଠି ଉପର ନେଳିଆ]