ମଣ୍ଡେଇବା

(ମ(ଣ୍ଡେ)ଇବାରୁ ଲେଉଟି ଆସିଛି)

ମଣ୍ଡେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ଜାଶପୁର)କ୍ରିୟାପଦ - ସମ୍ପାଦନା

ପିନ୍ଧାଇବା — To put on.

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

(ମଣ୍ଡିବା କ୍ରିୟାର ଣିଜନ୍ତ ରୂପ) — The causative forrm of Maṇḍibā).

୧. ମଣ୍ଡିତ କରାଇବା —୧. To cause too adorn.

(ଉ—ମଣ୍ଡାଇ ସୁନୀଳ ନେତ୍ର ପଙ୍କଜାସ୍ୟେ, ଅଯତ୍ନ ମଣ୍ଡଳ ଚଳଭୃରୂ ଲାସ୍ୟ ରାଧାନାଥ. ଚିଲିକା)

୨. ସୁସଜ୍ଜିତ କରିବା —୨. To decorate.

(ଉ— ମଣ୍ଡାଇଲି ନିବାସ କିମ୍ପା ହେଲି ଏ ବେଶ, ଆନେ ଯେବେ ଜୀବେଶ ମନ ବଳିଲାରେ କବିସୂର୍ଯ୍ୟ ସଙ୍ଗୀତ)