ମୁନିଆ
ମୁନିଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ -
ସମ୍ପାଦନା- ୧. ମୁନଯୁକ୍ତ; ସୂକ୍ଷ୍ମାଗ୍ରଯୁକ୍ତ; ଗୋଜିଆ — ୧. Having a sharp point; sharp-pointed.
- ୨. ଯାହାର ଅଗ୍ର ତୀକ୍ଷ୍ମୀକୃତ ହୋଇଥାଏ —୨. Sharpened to a fine point.
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ତେଣ୍ଟା —୧. A harpoon.
- ୨. ଭୂମି ହସ୍ତାନ୍ତର କରଣ —୨. A deed of transfer of land.
- ୩. (ସଂସ୍କୃତ - ମୋଣ=ସାପ ପେଡ଼ା; ଏ ପକ୍ଷୀମାନଙ୍କୁ ଲୋକ ପେଡ଼ାରେ ବା ପଞ୍ଜୁରିରେ ପାଳନ୍ତି ବୋଲି)—ଶାଖା ବର୍ଗର ଶସ୍ୟଭୂକ୍ କ୍ଷୂଦ୍ର ପକ୍ଷୀ — ୩. Warbler; the munia bird; Fringilla Amandava.
[ଉ—ସାରୀ, ଶୁଆ, ଶ୍ୟାମା, ତୁତି, ଚଷାପୁଅ, ଦୟାଳୁ ପୁଣି ମନିଆ ରାଧାନାଥ, ଯଯାତି— କେଶରୀ]
[ଦ୍ରଷ୍ଟବ୍ୟ —ଏହି ପକ୍ଷୀମାନେ ଦେଖିବାକୁ ବାୟା ଚଢ଼େଇ ପରି; ଲାଙ୍ଗୁଡ଼ର ଅଗ ଗୋଲ ଏମାନେ ନାନା ଜାତିର ଓ ନାନା ରଙ୍ଗର ହୁଅନ୍ତି; ବେଗରେ ଉଡ଼ି ପାରନ୍ତି ଓ ଦଳବଦ୍ଧ ହୋଇ ଇଡ଼ନ୍ତି ଏମାନେ ଦେଖିବାକୁ ସୁନ୍ଦର ଥିବାରୁ ଲୋକ ସଉକିରେ ଏହାଙ୍କୁ ପାଳନ୍ତି ଏମାନେ ସୁମଧୂର ସିଟ ମାରନ୍ତି ମୁନିଆ ଚଡ଼େଇ ନାନ— ପ୍ରକାରର ଅଛନ୍ତି ଯଥା — :୧. ଶରମୁନିଆ—ଏମାନେ ୫୬: ଆଙ୍ଗୁଳି ଦୀର୍ଘ —Uroloncha Malabarica.
- ୨. ତିଲିଆ ମୁନିଆ—ଶରମୁନିଆଠାରୁ ବଡ଼ ଓ ଧୂମ୍ରବର୍ଣ୍ଣ ବିଶିଷ୍ଟ —Uroloncha Punctulata.
- ୩. ନାଲି ବା ଲାଲ ମୁନିଆ—ଦେହ ରକ୍ତ ବର୍ଣ୍ଣ; କିନ୍ତୁ ଉଦର କୃଷ୍ଣ ବର୍ଣ୍ଣ —Sporaeginthus Amandava.
(ଯୋଗେଶଚନ୍ଦ୍ର)]