ମୁଦି

ଉଚ୍ଚାରଣ

ସମ୍ପାଦନା

(ମୁଦୀ, ମୁଦ୍ଦି—ଅନ୍ୟରୂପ)

  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ରିବା; ପ୍ରା. ମୁଦ୍ଦିଆ)

ସମ୍ପାଦନା
୧. ଅଙ୍ଗୁରୀୟକ; ହାତର ବା ଗୋଡ଼ର ଆଙ୍ଗୁଠିରେ ପିନ୍ଧାଯିବା ଗୋଲାକାର ବଳୟ —୧. Finger-ring for the hand and the leg.
୨. (ସଂସ୍କୃତ - ମୋଦକ, ମୋଦକୀ) ଚାଉଳ, ଡାଲି, ଲୁଣ, ତେଲ ଓ ମସଲା ଆଦି ଦୌନିକ ବ୍ୟବହାର୍ଯ୍ୟ ଖୁଚୁରା ବିକ୍ରୟକାରୀ ଦୋକାନୀ —Grocer;a retail dealer.

[ଉ—ବଜାରର ମୁଦି ଦୋକାନୀମାନଙ୍କର ପାଉଣା ଚାରି ହଜାର ଫକୀରମୋହନ. ଛମାଣଆଠଗୁଣ୍ଠ]