ମାମା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ମାତା, ମା; ଫାରାସୀ - ମାମା)—ରାଜ ପରିବାରରେ ବ୍ୟବହୃତ ଓ ଶିଶୁଭାଷା)

ସମ୍ପାଦନା

ମାତା —Mother.

[ଉ— ମାମାରେ ! ପାଠପଢ଼ା ବଡ଼ ଦୁଃଖ, ହାତ ଗୋଡ଼ ଦୁଇ ଲାଗଇରେ ! ପଶ୍ଚାନ୍ତେ ବଡ଼ ସୁଖ୍ ଶିଶୁବଚନ ]

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ପୁଂ. (ତୁଳ. ବଙ୍ଗାଳୀ - ମାମା; ହି ମାମା)

ସମ୍ପାଦନା

ମାମୁ —Maternal uncle.