ମହୀଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ମହୀଜା—ସ୍ତ୍ରୀ) 

ସଂସ୍କୃତ - ବିଣ—(ମହୀ+ଜନ୍ ଧାତୁ+କର୍ତ୍ତୃ.ଅ) ସମ୍ପାଦନା

ଭୂମିରୁ ଜାତ ବା ଉତ୍ପନ୍ନ —Produced or bron from the earth.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ମଙ୍ଗଳଗ୍ରହ — ୧୪. The planet Mars.
୨. ନରକାସୁର — ୨. Name of a demon.
୩. ଆର୍ଦ୍ରକ; ଅଦା— (ହିନ୍ଦୀ - ଶ) —୩. Ginger.