ମଗଧ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ମଗ=ବେଦଜ୍ଞ ବ୍ରାହ୍ମଣ+ଧା ଧାତୁ=ଧରିବା+କର୍ତ୍ତୃ, ଅ; ମଗଧ୍ ଧାତୁ+କର୍ତ୍ତୃ. ଅ) ସମ୍ପାଦନା

୧. ବିହାର ପ୍ରଦେଶର ଦକ୍ଷିଣାଂଶର ପ୍ରାଚୀନ ନାମ —୧. The ancient name of the southern part of the Bihar Division.
୨. (ମଗଧ୍ ଧାତୁ+କର୍ତ୍ତୃ. ଅ) ସ୍ତୁତି ପାଠକ —୨. A panegyrist; a bard
୩. ମଗଧ ଦେଶୀୟ ଲୋକ —୩. A man belonging to the Magadha country.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଓଡ଼ିଶାର ଜାଙ୍ଗଳ ଓ ଅନୂପ ପ୍ରଦେଶର ମଧ୍ୟବର୍ତ୍ତୀ ସମତଳ ଅଂଶ —The plain country between the jungles and the low tracts of the Orissa Coast.

===ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

ଗଉଡ଼— ମାନଙ୍କର ଶ୍ରେଣୀ ଭେଦ —A subcaste of 'Garuṟḍ̠as' in Sambalpur district.

[ଦ୍ରଷ୍ଟବ୍ୟ —ଏମାନେ ସ୍ପୃଶ୍ୟଜଳ ଜାତି]