ମଗଜ ଗରମି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

[ମଗଜବିଗ(ଗି)ଡ଼ିବା—ଅନ୍ୟରୂପ]

ବୈଦେଶିକ - ବି—(ମଗଜ୍+ଗରମ) ସମ୍ପାଦନା

୧. ମସ୍ତିଷ୍କ ବିକୃତି —୧. Derangement of brain.
୨. ବିରକ୍ତ ଜାତ ହେବା; ଚିଡ଼ିବା —୨. Loss of temper.

ଦେଶଜ - ବିଶେଷଣ - ସମ୍ପାଦନା

ବିକୃତ ସସ୍ତିଷ୍କ (ବ୍ୟକ୍ତି) — Deranged.