ମଗଜି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆ) ସମ୍ପାଦନା

୧. ଶେଯ ରେଜେଇ ଆଦିରେ ଦିଆଯିବା ସରୁ ଧଡ଼ି —୧. A narrow border sewn to quilts; an edging.
୨. ବସ୍ତ୍ରାଦିର ଧଡ଼ି — ୨. The border of a cloth; hem.