ମଖ ରକ୍ଷଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ମଖ ରକ୍ଷଣ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ଓ ବିଶେଷ୍ୟ - ସମ୍ପାଦନା

ଯଜ୍ଞ ରକ୍ଷାକାରୀ ବ୍ୟକ୍ତି —Protector of sacrifices.

(ଉ—ବିପୁଳ ମଖ ରକ୍ଷଣ ଘ୍ରାଣ ତ୍ରାଣ ମୁଖ ସୌମିତ୍ରି ସୁମତି ଭଞ୍ଜ, ବୈଦେହୀଶବିଳାସ)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଯଜ୍ଞକୁ ରକ୍ଷା କରିବା —Protecting the performance of a vedic sacrifice.