ମଖୁନ୍ଦି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ମକୁନ୍ଦ ଉଖୁଡ଼; ସୁମିଷ୍ଟ ଖାଦ୍ୟ ପଦାର୍ଥ —Sweets.

[ଉ—ତୋତେ ସେ କି ମଖୁଣ୍ଡି ଖାଇବାକୁ ଦିଏ ଯେ, ତୁ ତା ଘରକୁ ନିତି ସକାଳୁ ଦଉଡ଼ି ଯାଉ]