ମଖିଶୁଷ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ମକ୍ଷିକା= ମହୁମାଛି; ମହୁମାଛି ପରି ସଞ୍ଚୟପ୍ରିୟ; କିମ୍ୱା ଯେ ଘିଅରେ ପଡ଼ିଥିବା ମାଛିର ଦହିରୁ ଘିଅ ଶୋଷି ଖାଇବାକୁ ପ୍ରସ୍ତୁତ ଥାଏ) ସମ୍ପାଦନା

ଅତି କୃପଣ —Very miserly; niggardly.