ମଖିଚୋଷ୍
ମଖିଚୋଷ୍
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ପ୍ରାଦେଶିକ - (ଯାଜପୁର) ବିଣ—(ତୁଳ. ହିନ୍ଦୀ - ମକ୍ଖୀଚୂସ) ସମ୍ପାଦନା
କୃପଣ —Miserly.
ମଖିଚୋଷ୍
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷଣ - (ସଂସ୍କୃତ - ମକ୍ଷିକା= ମହୁମାଛି; ମହୁମାଛି ପରି ସଞ୍ଚୟପ୍ରିୟ; କିମ୍ୱା ଯେ ଘିଅରେ ପଡ଼ିଥିବା ମାଛିର ଦହିରୁ ଘିଅ ଶୋଷି ଖାଇବାକୁ ପ୍ରସ୍ତୁତ ଥାଏ) ସମ୍ପାଦନା
ଅତି କୃପଣ —Very miserly; niggardly.