ମଖାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ମ୍ରକ୍ଷଣ) ସମ୍ପାଦନା

(ମାଖିକା କ୍ରିୟାରେ ଣିଜନ୍ତ— ରୂପ —The causative from of 'Mākhibā').

ଅନ୍ୟଦ୍ୱାରା ମାଖିବା କ୍ରିୟା କରିବା To cause to besmear or anoint.

(ଉ—ଘଷାଇ ସାବିନି ନିତି ମଖାଇଣ ପାଉଡର; ଦେଇ ଥାନ୍ତୁ ପାଲଟାଇ କୃଷ୍ଣକାନ୍ତି କୃଷ୍ଣଙ୍କର ଭିକାରୀ. ଗୀତ— ଲହରୀ)