ମକ୍ଷୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ମଙ୍କ୍ଷୁ—ଅନ୍ୟରୂପ)

ସଂସ୍କୃତ - ବିଣ—(ମକ୍ଷ୍ ଧାତୁ+କର୍ତ୍ତୃ. ଉ) ସମ୍ପାଦନା

ଗତିବିଶିଷ୍ଟ — Moving.

କ୍ରି.ବିଶେଷଣ - ସମ୍ପାଦନା

୧. ଝଟିତି; ଶୀଘ୍ର —୧. Sharp; soon.
୨. ପ୍ରକୃତିରେ —୨. Truly; really.
୩. ଅତ୍ୟନ୍ତ —୩. Exceedingly.