ମକ୍ଖନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମ୍ରକ୍ଷଣ; ମନ୍ଥନ; ମଥନେତ୍ୱ) ସମ୍ପାଦନା

୧. କଞ୍ଚା ଦୁଧରୁ ବାହାରିବା ଲହୁଣୀ — ୧. Milk butter.
୨. ନବନୀତ; ଲହୁଣୀ — ୨. Butter.

[ଦ୍ରଷ୍ଟବ୍ୟ —ଦୁଧରୁ ମଖନ ଓ ଦହିରୁ ଲହୁଣୀ ବାହାରେ]