ମକ୍କେଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫା; ମୋଆକ୍ୱିଲ୍) ସମ୍ପାଦନା

ଓକିଲଙ୍କ ଯଜମାନ — Client

(ଉ—ଆଇନ ପୋଥି ସଜାଡ଼ି ଦେଇ ତକିଆକୁ ଆଉଜି ମକ୍କେଲକୁ ଚାହିଁ ବସିଥାଆନ୍ତି ଫକୀର ମୋହନ. ଛମାଣ ଆଠଗୁଣ୍ଠ)