ମକୁଷ୍ଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ମକୁଷ୍ଟକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ବନ୍ୟ ମୁଗ୍ଧ;ବିଶେଷଣ - ମୂଗ —A kind of wild pulse grain; Phaselous Aconitifolius.

ସଂସ୍କୃତ - ବିଶେଷଣ - ସମ୍ପାଦନା

ମନ୍ଦଗାମୀ; ମନ୍ଥର — Moving slowly.