ମକୁବ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

[ମକପି(ଫି(ବି)—ବି]

ବୈଦେଶିକ - ବିଣ—(ଫା, ମୌକୁଫ୍) ସମ୍ପାଦନା

ସମୟାନ୍ତରକୁ ଗଡ଼ିଯିବା —Postponed; deferred.

(ଯଥା—ଖଞ୍ଜଣା ବର୍ଷକ ସକାଶେ କରାଗଲା) ===

ବିଶେଷ୍ୟ - ସମ୍ପାଦନା

ମହଲତ —Postponement.