ମକୁନ୍ଦି ଉଖୁଡ଼ା ଖାଇଲାପରି ମୁହଁ କରିବା

ମକୁନ୍ଦି ଉଖୁଡ଼ା ଖାଇଲାପରି ମୁହଁ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି—(ବ୍ୟଙ୍ଗ୍ୟାର୍ଥ) ସମ୍ପାଦନା

୧. ମୁହଁ ସରସ କରିବା; ମୁଖରେ ଆନନ୍ଦର ଚିହ୍ନ ପ୍ରକାଶ କରିବା —୧. To show facial signs of pleasure.
୨. (ବ୍ୟଙ୍ଗ୍ୟ) ମୁହଁ ବିରସ କରିବା; ମୁଖରେ ଅସନ୍ତୋଷର ଚିହ୍ନ ପ୍ରକାଶ କରିବା — ୨. (irony) To show singns of discontent.