ମକାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

=== ସଂସ୍କୃତ - ବି—(ମ+ସ୍ୱାର୍ଥେ କାର)

୧. 'ମ' ଅକ୍ଷର — ୧. The letter 'Ma'.
୨. ମ ଅକ୍ଷର ସୂଚକ ମାତ୍ରା (ମ); ମଫଳା —୨. The sign of the letter Ma when added to consonants.
୩. ଓଁ କାର ବା ପ୍ରବଣ ମନ୍ତ୍ରର ତୃତୀୟ ବା ଶେଷ ଅଙ୍ଗ —୩. The last component element of the mystic syllable Oñ.

[ଦ୍ରଷ୍ଟବ୍ୟ — ଓଁ=ଅ (ବ୍ରହ୍ମା)+ଉ(=ବିଷ୍ଣୁ)+ମ(=ମହାଦେବ)]

୪. ମ ଅକ୍ଷରରେ ଆରମ୍ଭ ହୋଇଥିବା ପାଞ୍ଚଗୋଟି ବିଷୟ (ଯାହାକି ବାମମାର୍ଗା ତାନ୍ତ୍ରିକମାନେ ସାଧନା କରନ୍ତି) — ୪. The five things beginning with the letter 'Ma' which Tantric devotees use during their esoteric rites.

(ଦ୍ର—ମତ୍ସ୍ୟ, ମାଂସ, ମଦ୍ୟ, ମୈଥୁନ ଓ ମୂଦ୍ରା ଏହି ୫ଟିକୁ ପଞ୍ଚମକାର ବୋଲାଯାଏ)



  • (file)
  • (file)