ମକର ବାଲୁଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା

ଯେଉଁ କାଠଖଣ୍ଡଦ୍ୱାରା ଶଗଡ଼ର ଦୁଇଟି ଦଣ୍ଡା ଆଗ ପାଖରେ ଅର୍ଥାତ୍ ଯୁଆଳିରେ ମଧ୍ୟସ୍ଥଳର ନିମ୍ନରେ ଯୋଡ଼ା ହୋଇଥାଏ —A wooden pin joining the ୨ beams of a cart on the front (where taper to a point).