ମକର କେତନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ମକରକେତୁ, ମକରଧ୍ୱଜ, ମକରାଙ୍କଅନ୍ୟରୂପ ===

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. (ବହୁବ୍ରୀହି; ମକର ଅଟେ କେତନ= ପତାକା ଧ୍ୱଜ ଯାହାର; ଏହାଙ୍କ ଧଜରେ ମକରର ଚିତ୍ର ଅଙ୍କିତ ହୋଇଥିବରୁ)— ମୀନକେତନ; ଝସକେତନ; କାମଦେବ; କନ୍ଦର୍ପ —୧. The God Cupid.
୨. (୬ଷ୍ଠୀ ତତ୍; ମକରର କେତନ=ବାସସ୍ଥାନ) — ୨. The sea.