ମକରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ମକର+ସ୍ତ୍ରୀ. ଈ) ସମ୍ପାଦନା

୧. ମକରର ସ୍ତ୍ରୀଲିଙ୍ଗ — ୧. The feminine of Makara.
୨. ମକରିକା (ଦେଖ) - —୨. Makarikā (See)

[ଦ୍ରଷ୍ଟବ୍ୟ —ବେନି କରେ ଧରି—ତ୍ରୀମଣ୍ଡନଶିରୀ ଶିରୀ ଫଳ ଉରଜ ମକରୀ କରି—ଭଞ୍ଜ. ପ୍ରେମସୁଧାନିଧି]

୩. (ମକର+ଅଛି ଅର୍ଥରେ ଇନ୍)—ସମୁଦ୍ର — ୩. The ocean.