ମକମକାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି—(ସଂସ୍କୃତ - ମକମକାୟତେ) ସମ୍ପାଦନା

୧. ମକ ମକ ହେବା (ଦେଖ) - —୧. Makamaka hebā (See)
୨. ଉନ୍ନତ୍ତି କରାଇବା —୨. To intoxicate.
୩. ଧୃଷ୍ଟ କରାଇବା —୩. To make impudent.

[ଉ— ତାକୁ ଭାତ ମକମକଉଛି, ନାଁ ବୟସ ମକମକଉଛି? ଢଗ]

୪. ବିରହରେ ଅସ୍ଥିର ହେବା —୪. To feel restless and sickly owing to one's separation from the beloved.