ମକଦମା ଡିସ୍ମିସ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ମୁକଦମା+ଇଂରାଜୀ - ଡ଼ିସ୍ମିସ୍) ସମ୍ପାଦନା

୧. ମକଦ୍ଦମାରେ ଏକ— ପକ୍ଷର ପରାଜୟ —୧. Defeat of one of the parties to a suit.
୨. ମକଦମାରେ ବାଦୀର ଦାବୀର ନାମଞ୍ଜୁରି — ୨. The dismissal of the plaintiff's claim.