ମକଦମା ଖର୍ଚ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ମକଦମା ଖରଚ(ଚା)—ଅନ୍ୟରୂପ]

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୁକଦମା+ଖର୍ଚା) ସମ୍ପାଦନା

ଅଦାଲତରେ ବା ବିଲଟରୀରେ ମକଦମା ପାଇଁ କରାଯିବା ଆଇନ୍ ନିର୍ଦ୍ଧାରିତଦ ବ୍ୟୟ —Costs of a suit; expenss of litigation which are recognised by law.

[ଦ୍ରଷ୍ଟବ୍ୟ —ମକଦମାର ପକ୍ଷ— ମାନେ ପ୍ରକୃତରେ ମକଦମାରେ ଯାହା ବ୍ୟୟ କରିଥାଆନ୍ତି ତାହା ମକଦମା ଖରଚ ବୋଲି ଅଦାଲତ ସ୍ଥିର କରନ୍ତି ନାହିଁ କିନ୍ତୁ ଆଇନ୍ ଅନୁସାରେ ମକଦ୍ଦମାର ଭିନ୍ନ ଭିନ୍ନ ତଦବୀର୍ ପାଇଁ ଯେତିକି ବ୍ୟୟ କରାଯିବ ବୋଲି ସରକାରଙ୍କ ଆଇନରେ ନିର୍ଦ୍ଧାରିତ ହୋଇଅଛି ତାହା ମକଦମା ଖରଚ ବୋଲି ଧରାଯାଏ]