ମକଚା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଳନ) ସମ୍ପାଦନା

୧. ମୋଡ଼ିବା —୧. Twisting; wrenching.
୨. ଦଳନ; ଦଳା; ମଳା — ୨. Trampling; treading; bruishing.

ଦେଶଜ - ବିଶେଷଣ - ସମ୍ପାଦନା

ଦଳିତ —Bruished; trodden; trampled; sprained.