ମଏ ଯିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. (ପଶୁ ଆଦି; ସ୍ତ୍ରୀ ପୁରୁଷ) ସଙ୍ଗମ କରିବା — ୧. To copulate (said of beasts)
୨. (ଜୀବ ଜନ୍ତୁ ଆଦି) ଋତୁମତୀ ହେବା — ୨. To have menses (said animals in rut); to be in heat.