ମଏରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ମୋଦକକାର) ସମ୍ପାଦନା

୧. ଗୁଡ଼ିଆ; ହାଲୋଇ — ୧. Confectioner.
୨. ଲର୍ଡ ମଇରା; ମାର୍କୁଇସ ଅଫ୍ ହେଷ୍ଟିଙ୍ଗସ୍ ବା ଲର୍ଡ ହେଷ୍ଟିଙ୍ଗିସ —୨. Lord Moira, Marquis of Hastings.

[ଦ୍ରଷ୍ଟବ୍ୟ —ଏ ଖ୍ରୀଷ୍ଟାବ୍ଦ ୧୮୧୩: ଠାରୁ ୧୮୨୩: ପର୍ଯ୍ୟନ୍ତ ଭାରତର ବଡ଼ ଲାଟ ଥିଲେ ଏହାଙ୍କ ସମୟରେ ଭାରତରେ ପ୍ରାଥମିକ ଶିକ୍ଷା ବିସ୍ତାର, ନେପାଳ ଯୁଦ୍ଧ ଓ ପିଣ୍ଡାରି ଯୁଦ୍ଧ ହୋଇଥିଲା; ଶ୍ରୀରାମପୁର ଠାରୁ ପ୍ରଥମ ବଙ୍ଗଳା ସମ୍ୱାପତ୍ର ପ୍ରକାଶିତ ହୋଇଥିଲା ଓ କଲିକତାର ପ୍ରେସିଡ଼େନ୍ସି କଲେଜ୍ ୧୮୧୭: ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠିତ ହୋଇଥିଲା]