ମଏ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ଅ. (କଚିରିଆ) (ଫାରାସୀ - ମାୟ; ତୁଳ ସଂସ୍କୃତ - ମଧ୍ୟ) ସମ୍ପାଦନା

୧. ସହିତ —୧. With; together with.
୨. ମଧ୍ୟ; ଏବଂ —୨. Also; and.
୩. ଅମୁକକୁ ମିଶାଇ — ୩. Including.

ଗ୍ରାମ୍ୟ - ଅ. (ପ୍ରାଚୀନ) (ସଂସ୍କୃତ - ମୟ; ଅନ୍ୟ ଶବ୍ଦ ସଙ୍ଗେ ଲାଗେ, ଦୁଃଖ ମଏ) ସମ୍ପାଦନା

ସଂସ୍କୃତ - 'ମୟ' ପ୍ରତ୍ୟୟ — Full of.

[ଉ—ୟେ ଭାଷା କୋଟି କୋଟି ମୋକ୍ଷ ମଏ, ନ ଦେବୁ ସୁନୀ ଯାଚିଲେ ବିଶାଏ ପ୍ରାଚୀ. ପରଚେ ଗୀତା]

ଅନୁବାଦ ସମ୍ପାଦନା

କ୍ରି. ବିଶେଷଣ - (ସଂସ୍କୃତ - ମୟ) ସମ୍ପାଦନା

ବ୍ୟାପକ ରୂପେ —Throughout.

(ଯଥା—ରୋଗ ଦେଶମଏ ବ୍ୟାପିଗଲା)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ପଶୁ ଆଦି ଜୀବଙ୍କର ଋତୁକାଳ —The rut period of different animals; the mating; period of animals; the time of heat of animals.