ମଉଳେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

=== ଦେଶଜ - କ୍ରିୟାପଦ -

(ମଉଳିବା କ୍ରିୟାର ଣିଜନ୍ତିରୂପ; The causative form of Mauḻibā)

୧. ଝାଉଁଳିବାର ଉପାୟ କରିବା —୧. To cause to wither.
୨. (ସଂସ୍କୃତ - ମଳିନ) ମଳିନ କରିବା —
୨. To cause to turn pale.

୩. ସଭା ଆଦି ଭଙ୍ଗାଇବା —୩. To cause a meeting or assembly to disperse.