ମଉଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୌଳି) ସମ୍ପାଦନା

୧. ମସ୍ତକ —୧. Head.
୨. ଦେବମୂର୍ତ୍ତିର ମସ୍ତକରେ ଥିବା ମୁକୁଟ —୨ Crown on the head of an image.

ଦେଶଜ - ବିଶେଷଣ - (ଲକ୍ଷଣାର୍ଥ) ସମ୍ପାଦନା

ଶ୍ରେଣୀମଧ୍ୟରେ ଶ୍ରେଷ୍ଠ — (figurative) Best of a class.

(ଉ— ଫୁଲ ଗୁନ୍ଥୁ ଗୁନ୍ଥି ଚକିତ ସହସା ଦେଖିଲା ଯୁବା—ମଉଳି ରାଧାନାଥ. ଯଯାତି)