ମଉଳା ଭଞ୍ଜା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ମୌଳି) ସମ୍ପାଦନା

୧. ଚାଳଘରର ମଥାନ ବା ତୁଳି —୧. The ridge or topmost strip a trangular thatch.
୨. ଚାଳଘରର ଦୁଇ ଚାଳର ମଥାନ ମଧ୍ୟରେ ପରାଯିବା ଏକ ହାତ ଚଉଡ଼ା ଛଣର ତାଟି —୨. A plate of straw put on the ridge of gabled thatches.