ମଉଲ ମୁଗୁଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ମହନା ମୁଗୁଲ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଭାରତକୁ ଭିବିଷ୍ୟତରେ ଆକ୍ରମଣ କରିବା ବୈଦେଶିକ ମୋଗଲ ବା ମୁସଲମାନ୍ ଶତ୍ରୁର କାଳ୍ପନିକ ନାମ (ଜଗନ୍ନାଥ, ଭାଗବତ) —Name of some foreign invader whose invasion of India has been foretold in the Bhāgabata.

[ଉ— ଏମନ୍ତେ ମଉଲ(ନା) ମୁଗୁଲ, ପୃଥ୍ୱୀକି ହୋଇବେ ସେ ଶଲ ଜଗନ୍ନାଥ. ଭାଗବତ]

[ଦ୍ରଷ୍ଟବ୍ୟ —ଭାଗବତରେ ଲେଖା ଅଛି ଯେ କଳିଯୁଗ କ୍ରମଶଃ ଅଗ୍ରସର ହେଲେ ଲୋକେ ଧର୍ମଚ୍ୟୁତ ହେବେ, ସଂସାରରେ ପାପ ଭାର ବଢ଼ିବ, ଦେଶକୁ ବିଦେଶାମାନେ ଆକ୍ରମଣ କରିବେ ଓ ମଉଲ(ନା) ମୁଗୁଲ ଭାରତକୁ ବ୍ୟତିବ୍ୟସ୍ତ କରିବେ]