ମଉର୍ବୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ମଉର୍ବୀକ—ଅନ୍ୟରୂପ)

ଗ୍ରାମ୍ୟ - ବିଶେଷ୍ୟ - (ପଦ୍ୟ) (ସଂସ୍କୃତ - ମୌର୍ବୀ) ସମ୍ପାଦନା

ଧନୁର ଗୁଣ — Bow-string.

(ଉ—ଭୁରୁ ଧନୁ ଅଞ୍ଜନ ମଉର୍ବୀକ ରଞ୍ଜନା. ଅଭିମନ୍ୟୁ. ବିଦଗ୍ଧ ଚିନ୍ତାମଣି)