ମଉରାଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁରଳ; ମଧୁରାଳିକା) ସମ୍ପାଦନା

ମଧୁର ଜଳରେ ବାସ କରୁଥିବା ଏକ ପ୍ରକାର କ୍ଷୂଦ୍ର ମତ୍ସ୍ୟ —A tiny fresh water fish; Aspidoparia Marar.

[ଦ୍ରଷ୍ଟବ୍ୟ —ଏ ମାଛ ୩୪: ଆଙ୍ଗୁଳି ପର୍ଯ୍ୟନ୍ତ ବଢ଼ନ୍ତି ଏମାନଙ୍କ ଦେହରେ କ୍ଷୁଦ୍ର କ୍ଷୁଦ୍ର କାତି ଅଛି; ଉଦର ଗୋଲ, ମୁହଁ ଛୋଟ, ମୁଛ ନାହିଁ; ଏ ମାଛ ଖାଇବାକୁ ଖୁବ୍ ରୁଚିକର ଓ ରୋଗୀର ପଥ୍ୟ ରୂପେ ବ୍ୟବହୃତ ହୁଏ]