ମଉନୁମୁହାଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ମଉନ[ନୁ]ମୁହୀଁ—ସ୍ତ୍ରୀ) 

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷଣ - ପୁଲିଙ୍ଗ - (ବ୍ୟଙ୍ଗ୍ୟ) (ସଂସ୍କୃତ - ମୌନମୁଖ) ସମ୍ପାଦନା

ମୌନାବ— ଲମ୍ୱୀ; ଚୁପ୍ସଇତାନ —(ironical) Slient; taciturn to all appearances but scheming.

[ଉ—ମଉନମୁହୀଁ ଅପାର ଗୁଣ ତଗ]

[ଦ୍ରଷ୍ଟବ୍ୟ —ମଉନମୁହାଁମାନେ ଭାରି କପଟୀ ବା ଚୂପ୍— ସଇତାନ ବୋଲି ଲୋକପ୍ରସିଦ୍ଧ ଅଛି]