ମଉଡ଼ ମାଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଫାରାସୀ - ମୋହର+ସଂସ୍କୃତ - ମାଳା) ସମ୍ପାଦନା

ସ୍ୱର୍ଣ୍ଣମୁଦ୍ରାର ହାର —A necklace of gold coins.

[ଉ—ଧୋବଣୀ ବେକରେ ମଉଡ଼ମାଳ, ବୋହି ପଡ଼ୁଥେଲା ଝାଳ ଗୋରୁଜଗାଟୋକାଙ୍କ ଗୀତ ]