ମଉଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୌଳି) ସମ୍ପାଦନା

୧. ପାଗ; ଶିରସ୍ତ୍ରାଣ —୧. Helmet.
୨. ବେକ; ଗ୍ରୀବା —୨. Neck.

[ଉ—ଅଳପ ପାତି କେଉଁ ମୁଣ୍ଡକୁ; ରୂପି ଅଛନ୍ତି ଖାଲି ମୁଣ୍ଡକୁ, ମଉଡ଼ା ଟେକିଛନ୍ତି କାହାର, ଉଚ୍ଚ ମାପକୁ ଯେ ବ୍ରଜନାଥ. ସମର ତରଙ୍ଗ]